Breaking PLUSଓଡ଼ିଶାମୁଖ୍ୟ ଖବର

ମାଆ ହେଲା ବାଘୁଣୀ ଅଙ୍କିତା

ଭୁବନେଶ୍ୱର: ନନ୍ଦନକାନନରେ ନୂଆ ଅତିଥି। ବାଘୁଣୀ ଅଙ୍କିତା ମାଆ ହୋଇଛି। ଗୋଟିଏ ଶାବକକୁ ଜନ୍ମ ଦେଇଛି ବାଘୁଣୀ ଅଙ୍କିତା । କିଛି ମାସ ତଳେ ନନ୍ଦନକାନନରେ ମହାବଳ ବାଘ ସେଫ ସହିତ ଅଙ୍କିତାର ମିଳନ ହୋଇଥିଲା। ବର୍ତ୍ତମାନ୍‌ ନନ୍ଦନକାନନରେ ବାଘ ସଂଖ୍ୟା୨୮କୁ ବୃଦ୍ଧି ପାଇଛି ।  ଏହାକୁ ନେଇ କର୍ମଚାରୀ ଓ ଅଧିକାରୀମାନେ ବେଶ୍ ଉତ୍ସାହିତ ଅଛନ୍ତି। ଜନ୍ତୁ କେୟାରଟେକର, ବନରକ୍ଷୀ ଓ ବନପାଳ ଅଙ୍କିତା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button