Breaking PLUSଓଡ଼ିଶାମୁଖ୍ୟ ଖବର
EOW ହାତରେ ରାଜା ଚକ୍ରଙ୍କ ୨୦୦ ବେନାମୀ ଆକାଉଣ୍ଟ

ଭୁବନେଶ୍ୱର- EOW ହାତରେ ରାଜା ଚକ୍ରଙ୍କ ୨୦୦ ବେନାମୀ ଆକାଉଣ୍ଟ । ରାଜାଙ୍କ ୨୦ ଗାଡି ଜବତ ମଧ୍ୟ କରିଛି EOW । ଦ୍ବିତୀୟ ଦିନରେ ରାଜା ଚକ୍ରଙ୍କ ୬ଟି ସ୍ଥାନରେ ଜାରି ରହିଛି ରେଡ୍ । କେନ୍ଦୁଝର, କୋଇଡା, ଧାମରା, ଗୋପାଳପୁରରେ ଚାଲିଛି ରେଡ୍ ।