Breaking PLUSଓଡ଼ିଶାମୁଖ୍ୟ ଖବର
ବିଏମ୍ସିର ହୋଲ୍ଡିଂ ଟିକସ ବକେୟା ରଖିଛି KIIT ଓ KIMS

ଭୁବନେଶ୍ୱର- ବିଏମ୍ସିର ହୋଲ୍ଡିଂ ଟିକସ ବକେୟା ରଖିଛି KIIT ଓ KIMS । KIMSର ବକେୟା ଅଛି ୨ କୋଟିରୁ ଅଧିକ ଟଙ୍କାର ହୋଲ୍ଡିଂ ଟିକସ ।KIIT ବିଶ୍ବବିଦ୍ୟାଳୟର ମଧ୍ୟ ୫୯ ଲକ୍ଷରୁ ଅଧିକ ଟଙ୍କାର ବକେୟା ହୋଲ୍ଡିଂ ଟିକସ । ବକେୟା ଖିଲାପକାରୀଙ୍କୁ ଚିହ୍ନଟ କରି ନୋଟିସ୍ ଜାରି କଲା ବିଏମ୍ସି ।