Breaking PLUSଓଡ଼ିଶାମୁଖ୍ୟ ଖବର
କଂଗ୍ରେସର ବିଧାନସଭା ବୟକଟ୍

ଭୁବନେଶ୍ୱର- କଂଗ୍ରେସର ବିଧାନସଭା ବୟକଟ୍ । ଆଜି ବି କଂଗ୍ରେସ ସଦସ୍ୟଙ୍କ ବିଧାନସଭା ବୟକଟ୍ ପ୍ରଶ୍ନକାଳରେ ସାମିଲ ନହୋଇ ଗାନ୍ଧୀ ମୂର୍ତ୍ତି ତଳେ ଦେଲେ ଧାରଣା କଳାପଟି ବାନ୍ଧି ଧାରଣାରେ ବସିଛନ୍ତି କଂଗ୍ରେସ ସଦସ୍ୟ ତାରାଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛି କଂଗ୍ରେସ ।