Breaking PLUSଓଡ଼ିଶାମୁଖ୍ୟ ଖବର

କ୍ୟାପିଟାଲ ଥାନା ଘେରାଉ କଲେ ସ୍ମାର୍ଟସିଟି ଅନଲାଇନ୍‌ ଅଟୋ ଚାଳକ ସଂଘ

ଭୁବନେଶ୍ୱର- କ୍ୟାପିଟାଲ ଥାନା ଘେରାଉ କଲେ ସ୍ମାର୍ଟସିଟି ଅନଲାଇନ୍‌ ଅଟୋ ଚାଳକ ସଂଘ  । -କ୍ୟାପିଟାଲ ଥାନା ସମ୍ମୁଖରେ ଲମ୍ବା ଲାଇନରେ ଛିଡ଼ା ହୋଇଛି ଅଟୋ  । ରାଜମହଲରୁ ଏଜି ଛକ ରାସ୍ତା ସମ୍ପୂର୍ଣ୍ଣ ଜାମ୍‌, ଯାତାୟାତ ବାଧାପ୍ରାପ୍ତ  ହୋଇଛି । କିଛି ଦିନ ତଳେ ଅନଲାଇନ ସ୍ମାର୍ଟସିଟି ଅଟୋଚାଳକ ସଙ୍ଘର ଜଣଙ୍କୁ ମାଡ଼ ହୋଇଥିଲା  । ଷ୍ଟେସନ ଅଟୋଚାଳକ ସଙ୍ଘର କିଛି ପିଲା ମାଡ଼ ମାରିବା ଅଭିଯୋଗ ଥିଲା  । କାଲି ଉଭୟ ଗୋଷ୍ଠୀର ପିଲାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା  । ଦୋଷୀକୁ ପୋଲିସ ଗିରଫ ନ କରି ନିର୍ଦୋଷକୁ ଗିରଫ ଅଭିଯୋଗ ହୋଇଛି । ପ୍ରତିବାଦରେ କ୍ୟାପିଟାଲ ଥାନାକୁ ସ୍ମାର୍ଟ ସିଟି ଅଟୋ ଚାଳକ ସଙ୍ଘ ଘେରାଓ କରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button