Breaking PLUSଓଡ଼ିଶାମୁଖ୍ୟ ଖବର
ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍ କଲେଜ ମିଟ୍

ବ୍ରହ୍ମପୁର: ବନ୍ଦ ହେଲା MKCG ଇଣ୍ଟର ମେଡିକାଲ୍ କଲେଜ ମିଟ୍ । ଗତକାଲିର ଗଣ୍ଡଗୋଳ ପରେ ଇଣ୍ଟର ମେଡିକାଲ୍ କଲେଜ ମିଟ୍ ବନ୍ଦ କରାଯାଇଛି । MKCG କଲେଜ କାଉନସିଲ୍ ବୈଠକ ପରେ ଡିନ୍ଙ୍କ ଘୋଷଣା । ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବାରୁ ଇଣ୍ଟର ମେଡିକାଲ୍ କଲେଜ ମିଟ୍ ବନ୍ଦ ନିଷ୍ପତି ହୋଇଛି । ନିଷ୍ପତ୍ତି ବିରୋଧରେ ଟେଲି ମେଡିସିନ୍ ସେଣ୍ଟର ବାହାରେ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି ।