Breaking PLUSଓଡ଼ିଶାମୁଖ୍ୟ ଖବର

ଦଶପଲ୍ଲା ଥାନା ଦେଢ଼ଶର ଗାଁରୁ ନାବାଳକ ନିଖୋଜ

ନୟାଗଡ଼: ଦଶପଲ୍ଲା ଥାନା ଦେଢ଼ଶର ଗାଁରୁ ନାବାଳକ ନିଖୋଜ ହୋଇଛି । ଗତକାଲିଠାରୁ ଖେଳିବାକୁ ଯାଇ ନାବାଳକ ସମୀର ଦେହୁରୀ ନିଖୋଜ ଅଛନ୍ତି । ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି ।

Show More

Related Articles

Back to top button