Breaking PLUSଓଡ଼ିଶାମୁଖ୍ୟ ଖବର

ପୋଲିସ ଏସଆଇ ନିଯୁକ୍ତି ସ୍କାମ ମାମଲା, ଶଙ୍କର ପୃଷ୍ଟିର ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର, 7 ନଭେମ୍ବର – ପୋଲିସ ଏସଆଇ ନିଯୁକ୍ତି ସ୍କାମ ମାମଲା । ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶଙ୍କର ପୃଷ୍ଟିର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ  । ସେଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଶଙ୍କର ବେଶ୍ ଚାଲାକ ଥିବାରୁ ସିଲିକନ ଟେକଲାବ ମୁଖ୍ୟ ସୁରେଶଙ୍କ ଶହ ମିଶି ଷଡ଼ଯନ୍ତ୍ର କରିଥିଲା  । ଏସଆଇ କେଳେଙ୍କାରୀ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଶଙ୍କର ପୃଷ୍ଟି  । ସୁରେଶଙ୍କ ପଟିଆ ସ୍ଥିତ ବାସଭଵନରେ ଶଙ୍କର ସୁରେଶଙ୍କୁ ବ୍ଲୁ ପ୍ରିଣ୍ଟ ବିଷୟରେ ବୁଝାଇ ଥିଲେ  । ନୟାଗଡ଼ ଦଶପଲାର ମୁନା ମହାନ୍ତି ଏବଂ ବାଲେଶ୍ଵରର ଅରବିନ୍ଦ ଦାସ କ୍ୟାଣ୍ଡେଟ ଯୋଗାଡ଼ କରିଥିଲେ । ସେଇଠୁ ଆରମ୍ଭ ହୋଇଥିଲା ପୋଲିସ ଏସଆଇ କେଳେଙ୍କାରୀର ରୋଡମ୍ୟାପ ।

Show More

Related Articles

Back to top button