Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ରେକର୍ଡ ବିଜୟ ପରେ ଜୟଙ୍କ ବିଜୟ ଶୋଭାଯାତ୍ରା

ଭୁବନେଶ୍ୱର- ନୂଆପଡ଼ାରେ ରେକର୍ଡ ବିଜୟ ପରେ ଶୋଭାଯାତ୍ରା କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ନୂଆପଡ଼ା ଖରିଆର ରୋଡ୍‌ରେ ନିଜ ପରିବାର ସଦସ୍ୟଙ୍କ ସହିତ ଜୟ ଶୋଭାଯାତ୍ରା କରି ଖୁସି ମନାଇଛନ୍ତି। ଏହି ବିଜୟର ଶ୍ରେୟ ସେ ନୂଆପଡ଼ାବାସୀଙ୍କୁ ଦେଇଛନ୍ତି। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମୋ ବାପାଙ୍କ ବିଜୟ ହୋଇଛି ବୋଲି ଜୟ କହିଛନ୍ତି।

ସେହିପରି ନୂଆପଡ଼ାରେ ବିଜେପିର ବିଭିନ୍ନ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। କର୍ମୀ ଏବଂ ସମର୍ଥକମାନେ ବାଣ ଫୁଟାଇ, ବାଜା ବଜାଇ ଉତ୍ସବ ପାଳିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button