Breaking PLUSଓଡ଼ିଶାମୁଖ୍ୟ ଖବର

ଖୁଵ୍‌ ଶୀଘ୍ର ବୋର୍ଡ ନିଗମ ନିଯୁକ୍ତି- ପ୍ରଭାରୀ ବିଜୟ ପାଲ ସିଂ ତୋମାର

ଭୁବନେଶ୍ୱର- ଖୁଵ୍‌ ଶୀଘ୍ର ବୋର୍ଡ ନିଗମ ନିଯୁକ୍ତି ହେବ ବୋଲି କହିଛନ୍ତି ପ୍ରଭାରୀ ବିଜୟ ପାଲ ସିଂ ତୋମାର  । ବିଜେପି ତିଆରି କରି ସାରିଛି ତାଲିକା । କେନ୍ଦ୍ର ମଞ୍ଜୁରୀକୁ ଅପେକ୍ଷା ରହିଛି । ଏବେ ହେବାର ନାହିଁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ରାଜ୍ୟ ସରକାରଙ୍କ ୧୬ ମାସର କାର୍ଯ୍ୟରୁ ନୂଆପଡ଼ାରେ ଏକତରଫା ବିଜୟ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button