Breaking PLUSଓଡ଼ିଶାମୁଖ୍ୟ ଖବର
ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ଜଣେ ମୃତ

ରେଢ଼ାଖୋଲ: ବାଲି ବୋଝଇ ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ ।ଆଟେଡାଣ୍ଟ ମୃତ, ୫ ଗୁରୁତର ବୁର୍ଲା ମେଡିକାଲରେ ଭର୍ତ୍ତି ।ଏନ୍ଏଚ୍-୫୫ ଯୁଜୁମୁରା ଥାନା ଫୁଲଝରଣ ନିକଟରେ ଦୁର୍ଘଟଣା ଘଟିଛି । ରୋଗୀ ନେଇ ବୌଦ୍ଧରୁ ବୁର୍ଲା ଯିବା ବେଳେ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସରେ ଚାପି ହୋଇ ରହିଥିବା ମୃତାହତଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।



