Breaking PLUSଓଡ଼ିଶାମୁଖ୍ୟ ଖବର

ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି

ଭୁବନେଶ୍ୱର- ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି । ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏଁ ଶୀତ ଲହରି ଜାରି । ଜି. ଉଦୟଗିରି ୪.୩, ସେମିଳିଗୁଡ଼ା ୪.୬, ଫୁଲବାଣୀ ୭.୨  । ଝାରସୁଗୁଡ଼ା ୭.୪, ଦାରିଙ୍ଗବାଡ଼ି ୭.୫, ରାଉରକେଲା ୭.୬ । ଚିପିଲିମା ୮, ଅନୁଗୁଳ ୮.୮, କିରେଇ ୮.୯, ଭବାନୀପାଟଣା ୯ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button