Breaking PLUSଓଡ଼ିଶାମୁଖ୍ୟ ଖବର
ଆହୁରି 4ଦିନ ଥରାଇବ ଜାଡ

ଭୁବନେଶ୍ୱର- ଆହୁରି 4ଦିନ ଥରାଇବ ଜାଡ । ଶୀତରେ ଥରହର ସାରା ଓଡ଼ିଶା। ଆହୁରି ୪ ଦିନ ରାଜ୍ୟରେ ଜାରି ରହିବ ଶୀତ ଲହରୀ। ୧୩ ତାରିଖରୁ ପଶ୍ଚିମ ହିମାଳୟ ଅଂଚଳରେ ପଶ୍ଚିମା ଝଡ଼ ପ୍ରଭାବ ସମ୍ଭାବନା ରହିଛି।