Breaking PLUSଓଡ଼ିଶାମୁଖ୍ୟ ଖବର
ଟ୍ରାକ୍ଟର- ହାଇୱା ଧକ୍କାରେ ଜଣେ ମୃତ

ପୁରୀ: ଟ୍ରାକ୍ଟର- ହାଇୱା ଧକ୍କାରେ ଜଣେ ମୃତ । ସଦର ଥାନା ବାଟଗାଁ ଛକରେ ଦୁର୍ଘଟଣା ଘଟିଛି । ମୃତକ ଧାଉଡ଼ିଆ ଗାଁର ବୋଲି ଜଣାପଡିଛି ।ଓଭରଟେକ୍ ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି ।