Breaking PLUSଓଡ଼ିଶାମୁଖ୍ୟ ଖବର
SI ପରୀକ୍ଷା ସ୍କାମ୍: ଆଜିଠୁ ୪ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ଭୁବନେଶ୍ୱର- SI ପରୀକ୍ଷା ସ୍କାମ୍ । ଆଜିଠୁ ୪ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ ।ଶଙ୍କର, ସୁରେଶ ଓ ସାଗରକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ସିବିଆଇ ।ଏନେଇ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଝାରପଡ଼ା କାରାଗାରରୁ ୩ଜଣଙ୍କୁ ନେଇ ପଚରାଉଚରା କରିବ ।



