Breaking PLUSଓଡ଼ିଶାମୁଖ୍ୟ ଖବର
ଧାନ ମଣ୍ଡି ଅବ୍ୟବସ୍ଥା ନେଇ କାଲି ବୈଠକ

ଭୁବନେଶ୍ୱର- ରାଜ୍ୟର ଧାନ ମଣ୍ଡି ଅବ୍ୟବସ୍ଥା ନେଇ ସରକାର ଡାକିଲେ ବଡ଼ ବୈଠକ । -ଆସନ୍ତାକାଲି ଅପରାହ୍ଣ ୩ଟାରେ ଲୋକସେବା ଭବନରେ ବୈଠକ ବସିବ ।କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ ଉପସ୍ଥିତ ରହିବେ । ଧାନ ଉଠାଣ ସମସ୍ୟା ଓ ସମାଧାନ ନେଇ ହେବ ଆଲୋଚନା ।



