Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ମିଛ ଡ୍ରାମା କରୁଛନ୍ତି ବିରୋଧୀ- ଇରାଶିଷ ଆଚାର୍ଯ୍ୟ

ଭୁବନେଶ୍ୱର-  ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ।।କହିଲେ- ବିଜେଡି ଓ କଂଗ୍ରେସର ବିଧାନସଭା ଚଳାଇ ଦେବାରେ ମାନସିକତା ନାହିଁ। ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ମିଛ ଡ୍ରାମା କରୁଛନ୍ତି ବିରୋଧୀ। ନବୀନ ଫାଉଣ୍ଡେସନ କଥା ଲୁଚାଇବା ପାଇଁ ମିଛ ସୁଆଙ୍ଗ କରୁଛନ୍ତି ବିରୋଧୀ।

Show More

Related Articles

Back to top button