Breaking PLUSଓଡ଼ିଶାମୁଖ୍ୟ ଖବର

KIIT ଛାତ୍ରୀ ମୃତ୍ୟୁ ମାମଲା; ଦୁଃଖ ପ୍ରକାଶ ସହ ସଫେଇ ଦେଲା କିଟ୍

ଭୁବନେଶ୍ୱର: କିଟ୍‌‌ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍‌‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିବା ସହ ସଫେଇ ଦେଇଛନ୍ତି। ଏହି ଘଟଣାରେ ତଦନ୍ତ କରାଯାଇ ୨ଜଣ ସିକ୍ୟୁରିଟି ଗାର୍ଡଙ୍କୁ ବହିଷ୍କାର ଏବଂ ୨ ହଷ୍ଟେଲ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।

କିଟ୍‌‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯେ ତଦନ୍ତ ପରେ ୨ ସିକ୍ୟୁରିଟ ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି। ଏହାସହିତ ହଷ୍ଟେଲ ଦାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କିଟ୍‌‌ କ୍ୟାମ୍ପସରୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ହଷ୍ଟେଲ ଅଣାଯାଇଛି। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଥିପାଇଁ କିଟ୍‌‌ ଦୁଃଖିତ ବୋଲି କୁହାଯାଇଛି।

Show More

Related Articles

Back to top button