Breaking PLUSଓଡ଼ିଶାମୁଖ୍ୟ ଖବର
କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ- ରିପୋର୍ଟ ହସ୍ତଗତ ହେବା ପରେ ନିରୀକ୍ଷଣରେ ଅଛି

ଭୁବନେଶ୍ୱର- କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।ଉଚ୍ଚସ୍ତରୀୟ କମିଟିର ତଦନ୍ତ ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି ।ରିପୋର୍ଟ ହସ୍ତଗତ ହେବା ପରେ ନିରୀକ୍ଷଣରେ ଅଛି । କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗଙ୍କ ପ୍ରଶ୍ନରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ।



