Breaking PLUSଓଡ଼ିଶାମୁଖ୍ୟ ଖବର
ରେଢାଖୋଲ: ଚାରମାଳ ଥାନା ନୂଆପଡ଼ାଠାରେ ଦୁର୍ଘଟଣା; ମହିଳା ମୃତ

ରେଢାଖୋଲ: ଚାରମାଳ ଥାନା ନୂଆପଡ଼ାଠାରେ ଦୁର୍ଘଟଣା; ମହିଳା ମୃତ । ଭାରସାମ୍ୟ ହରାଇ ଡିଭାଇଡର୍ରେ ପିଟି ହେଲା କାର୍, ମହିଳା ମୃତ । ଗୁରୁତର ୨ ଜଣ ବୁର୍ଲା ଭିମସାର୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱରରୁ ସମ୍ୱଲପୁର ଫେରିବା ବେଳେ ଦୁର୍ଘଟଣା ଘଟିଛି ।



