ଓଡ଼ିଶା

ଆଜିର ଅନୁଚିନ୍ତା

ଶୁଭ ସକାଳର ଶୁଭ ମୁହୁର୍ତ୍ତରେ ମୋର ସମସ୍ତ ବନ୍ଧୁ ଙ୍କୁ ଶୁଭେଚ୍ଛା, ପ୍ରଣାମ୍।

1- ଜୀବନ ଅଛି ମାନେ ସୁଖ ଦୁଖ ଅଛି

2-ଅଚାନକ ଆସେ ଝଡ଼ ସେଥିପାଇଁ ଧର୍ଯ୍ୟ ର ସହ ମୁକିବିଲା କରିବା ଦରକାର ।

3-ଅନ୍ୟର ଦୁଖ ବେଳେ ଯଦି ସାହାଯ୍ୟ ନକରି ପାରିଲ, କିନ୍ତୁ ଚର୍ଚ୍ଚା କରି ଅନ୍ୟର ହୃଦୟକୁ କ୍ଷତାକ୍ତ କର ନାହିଁ ।

4- ମଧୁର ଵଚନ ମାଧ୍ୟମରେ ଅସମ୍ଭବ ସଂଭବ ହୋଇ ପାରିବ ।

5-କିନ୍ତୁ କଟୁ କଥା କହି ଅନ୍ୟକୁ କଷ୍ଟ ଦିଅ ନାହିଁ ।

6-ଜୀବନର ଅନ୍ୟ ନାମ ଯନ୍ତ୍ରଣା । ସମସ୍ତ ଙ୍କ ଜୀବନରେ ସମସ୍ୟା ଅଛି , ସବୁକିଛି ନିଜର ନିୟନ୍ତ୍ରଣ ଭିତରେ ରଖି ଆଗେଇବା ଦରକାର ।

 

Show More

Related Articles

Back to top button