Breaking PLUSଦେଶ
ଜନ୍ମଦିନରେ ଯଶଭୂମି ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 73ତମ ଜନ୍ମ ରବିବାର ଦିନ ଦିଲ୍ଲୀର ଦ୍ୱାରକାରେ ଯଶଭୂମି କୁ ଉଦଘାଟନ କରିଛନ୍ତି । ଯଶଭୂମି ବିଶ୍ୱ ସ୍ତରୀୟ ଏକ୍ସପୋ ସେଣ୍ଟର ଅଟେ । ଦେଶରେ ବୈଠକ, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଅୟୋଜନ ହେବା ଲାଗି ବିଶ୍ୱ ସ୍ତରୀୟ ଭିତ୍ତିଭୂମି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟୋକୋଣ ଦ୍ୱାରା ଯଶଭୂମୀ ନାମକ ଏହି ପ୍ରଥମ ପର୍ଯ୍ୟାୟକୁ କାର୍ଯ୍ୟକ୍ଷମ କରିଛନ୍ତି ।