ଦିନକରେ ୧୦ ମୁଣ୍ଡ ନେଲା କରୋନା
ରାଜ୍ଯରେ ୧୩୦ ଛୁଇଁଲା କରୋନା ମୃତ୍ଯୁ ସଂଖ୍ଯା, ଆଜି ଆଉ ୧୩୨୦ ନୂଆ ପଜିଟିଭ ଚିହ୍ନଟ
ରାଜ୍ୟରେ ଆଜି ସର୍ବାଧିକ ୧୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ଯରେ ଗଞ୍ଜାମରୁ ୩, ସୁନ୍ଦରଗଡ଼ରୁ ୨ ଜଣ ଓ ବାଲେଶ୍ଵରରୁ ୨ ଏବଂ ଗଜପତି, ରାୟଗଡ଼ା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି।
ଅନ୍ୟପଟେ ରାଜ୍ୟରେ ଆଉ ୧୩୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେନଟିନ ସେଂଟରରୁ ୮୮୭ ଜଣ ଓ ଲୋକାଲ କଂଟାକ୍ଟ ୪୩୩ ଚିହ୍ନଟ ହୋଇଛନ୍ତି । ୧୩୨୦ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ୨୪ ହଜାର ୧୩କୁ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ୧୫ ହଜାର ୨ଶହ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮ହଜାର ୬୫୦ ରହିଛି । ୨୪ ଜିଲ୍ଲାରୁ ଚିହ୍ନଟ ୧୩୨୦ ନୂଆ ପଜିଟିଭ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୫୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୧୭୪, ଗଜପତି ଓ ପୁରୀରୁ ୯୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଆସନ୍ତୁ ଦେଖିବା କେଉଁ ଜିଲ୍ଲାରୁ କେତେ ପଜିଟିଭ ଚିହ୍ନଟ
Covid-19 Report For 24th July
New Positive Cases: 1320
In Quarantine: 887
Local Contacts: 433(Details of local contacts will be shared by concerned District Administration)
District Wise Cases
1. Angul: 6
2. Balasore: 23
3. Bargarh: 14
4. Bhadrak: 28
5. Balangir: 9— I & PR Department, Odisha (@IPR_Odisha) July 25, 2020
6. Cuttack: 47
7. Deogarh: 1
8. Gajapati: 90
9. Ganjam: 560
10. Jagatsinghpur: 3
11. Jajpur: 23
12. Jharsuguda: 2
13. Kalahandi: 1
14. Kandhamal: 39
15. Kendrapada: 1
16. Keonjhar: 24
17. Khurda: 174
18. Koraput: 30
19. Nayagarh: 38
20. Nuapada: 4
21. Puri: 90
22. Rayagada: 65— I & PR Department, Odisha (@IPR_Odisha) July 25, 2020
23. Sonepur: 1
24. Sundargarh: 47New Recoveries: 808
Cumulative Tested: 446311
Positive: 24013
Recovered: 15200
Active Cases: 8650— I & PR Department, Odisha (@IPR_Odisha) July 25, 2020