Breaking PLUSଦେଶ ବିଦେଶମୁଖ୍ୟ ଖବର

ବ୍ରାଜିଲରେ ବିମାନ ଦୁର୍ଘଟଣାଗ୍ରସ୍ତ, 10 ମୃତ

ନୂଆଦିଲ୍ଲୀ : ଦକ୍ଷିଣ ବ୍ରାଜିଲର ଗ୍ରାମାଣ୍ଡେ ସହରରେ ରବିବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ଜଣଙ୍କର ମୃତ୍ୟୁ ହୋଇଛି। ବେସାମରିକ ଅଧିକାରୀଙ୍କ କହିବା ଅନୁଯାୟୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଦୋକାନ ଉପରେ ପଡିଯିବାରୁ ୧୫ଜଣ ଆହତ ହୋଇଛନ୍ତି। ଆହତମାନେ ଧୂଆଁରେ ଶ୍ବାସରୁଦ୍ଧ ହୋଇ ଆହତ ହୋଇଛନ୍ତି। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରଥମେ ଏକ କୋଠା ଉପରେ ପଡିଥିଲା ପରେ ଏହା ଏକ ଆସବାବପତ୍ର ବିକ୍ରି ଦୋକାନ ଉପରେ ପଡିଥିଲା।

Show More

Related Articles

Back to top button