Breaking PLUSଓଡ଼ିଶାମୁଖ୍ୟ ଖବର

ଓଲଟିଲା ବୋଲେରୋ, 10 ଆହତ

ଛତ୍ରପୁର: ସ୍କୁଲ ଖରା ଛୁଟି ହୋଇଯିବା ପରେ ଏକ ବୋଲେରୋ ଗାଡି ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଛତ୍ରପୁର ଥାନା ଅଧିନ ମା’ ଉଜଳେଶ୍ଵରୀ ମନ୍ଦିର ଜାତୀୟ ରାଜପଥ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡିଟି ରାସ୍ତା ତଳକୁ ଖସି ଓଲଟି ପଡିଥିଲା। ଏଥିରେ ଚାଳକ ସମେତ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଅନ୍ୟ ୫ ଜଣ ଅଭିଭାବକ।

Show More

Related Articles

Back to top button