Breaking PLUSଦେଶମୁଖ୍ୟ ଖବର

ନୂଆଦିଲ୍ଲୀ ଦଳାଚକଟାରେ ରେଲୱେ ପକ୍ଷରୁ 10ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟା ଘଟଣାରେ ରେଳବାଇ କ୍ଷତିପୂରଣ ଘୋଷଣା କରିଛି। ଦଳାଚକଟାରେ ମୃତକଙ୍କ ପରିବାରକୁ ରେଳବାଇ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ସେହିପରି ଗୁରୁତର ଆହତଙ୍କୁ ୨.୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଆର୍ଥିକ ସହାୟତା ଦିଆଯିବ।

Show More

Related Articles

Back to top button