ଅପରାଧଆଇନ କାନୁନଓଡ଼ିଶା

ବନ୍ଧୁକ ମୁନରେ ୧୦ ଲକ୍ଷ ଲୁଟ୍

ବନ୍ଧୁକ ମୁନରେ ୧୦ ଲକ୍ଷ ଲୁଟ୍ । ବନ୍ଧୁକ ଦେଖାଇ ଦଶ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ବ୍ରହ୍ମଗିରି ହାଇ ସ୍କୁଲ ନିକଟରେ । ଏନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ୍ ।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମଗିରି ବଜାର ଏସବିଆଇ ବ୍ୟାଙ୍କ ରୁ ଟଙ୍କା ଉଠାଇ ବ୍ରହ୍ମଗିରି ଗାଁର ଜଣ ଙ୍କୁ ଦେବାକୁ ଯାଉଥିଲେ କଟକ ଅଞ୍ଚଳର ଜଣେ ବ୍ୟକ୍ତି । ବ୍ରହ୍ମଗିରି ହାଇସ୍କୁଲ ନିକଟରେ ଉକ୍ତ ବ୍ୟକ୍ତିଙ୍କଠାରୁ ବନ୍ଧୁକ ଦେଖାଇ ୧୦ ଲକ୍ଷ ଲୁଟି ନେଇଥିଲେ ଦୁର୍ବୃତ୍ତ । ଏ ନେଇ ସେ ବ୍ରହ୍ମଗିରି ଥାନା ରେ ଅଭିଯୋଗ କରିଥିଲେ । ପୋଲିସ ପହଞ୍ଚି ବ୍ରହ୍ମଗିରି ବଜାରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି।

 

Show More

Related Articles

Back to top button