Breaking PLUSଓଡ଼ିଶାମୁଖ୍ୟ ଖବର

ଗିରଫ ୧୧୪ SI ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର: ଗିରଫ ୧୧୪ SI ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ । ୫୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ମୁଚାଲିକାରେ ମିଳିଲା ଜାମିନ  । ପୋଲିସ SI ପରୀକ୍ଷା ପାଇଁ ଯାଉଥିଲେ ହାଇଦ୍ରାବାଦ  । ଓଡ଼ିଶାରୁ ବିଜୟୱାଡା ଯିବା ବେଳେ ଗିରଫ କରିଥିଲା ପୋଲିସ  । ମୁଖ୍ୟ ଅଭିଯୁକ୍ତ ମୁନ୍ନା ମହାନ୍ତିଙ୍କ ସମେତ ୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button