Breaking PLUSଓଡ଼ିଶାମୁଖ୍ୟ ଖବର

ବରଗଡ଼ ବନ୍ଦ, ପୋଲିସ ସହ ଧସ୍ତାଧସ୍ତି

ବରଗଡ଼ ରେ ୧୨ ଘଣ୍ଟିଆ ସହର ବନ୍ଦ ପାଳନ ଚାଲିଛି, ଏହି ବନ୍ଦ ସମୟ ରେ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଛି |କୋର୍ଟ ସମ୍ମୁଖରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ଦେଖିବାକୁ ମିଳିଛି |ସୂଚନା ମୁତାବକ କୋର୍ଟ ଖୋଲିବା ନିଷ୍ପତିକୁ ବିରୋଧ କରି ପୋଲିସ ସହ ଧସ୍ତାଧସ୍ତି ହେବାର ଜଣାପଡିଛି କାରଣ କୁର୍ଲା ଜଙ୍ଗଲରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର ଘଟଣାକୁ କେନ୍ଦ୍ର କରି ନ୍ୟାୟ ଦାବିରେ ବନ୍ଦ ପାଳନ କରାଯାଉଛି |ବନ୍ଦ ପାଳନରେ ସଚେତନ ନାଗରିକ ମଞ୍ଚ ସହ ବିରୋଧୀ ମଧ୍ୟ ସାମିଲ ଅଛନ୍ତି |

Show More

Related Articles

Back to top button