Breaking PLUSଓଡ଼ିଶାମୁଖ୍ୟ ଖବର

12 ଘଣ୍ଟିଆ ବୁର୍ଲା ବନ୍ଦ ଡାକରା

ବୁର୍ଲା ନାଗରିକ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପଯ୍ୟନ୍ତ ବୁର୍ଲା ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ ପ୍ରଥମେ ବୁର୍ଲାବାସୀଙ୍କୁ ଥଇଥାନ କରାଯାଉ ପରେ ଉଚ୍ଛେଦ କାର୍ଯ୍ୟ କରାଯାଉ ବୋଲି ଦାବି କରିଛନ୍ତି ବୁର୍ଲାବାସୀ।

Show More

Related Articles

Back to top button