Breaking PLUSଓଡ଼ିଶାମୁଖ୍ୟ ଖବର
୨ ବର୍ଷରେ ୧୨୫୨ ବନ୍ଧୁକ କାରବାର

ଭୁବନେଶ୍ୱର-୨ ବର୍ଷରେ ୧୨୫୨ ବନ୍ଧୁକ କାରବାର ମାମଲାରେ ୧୬୯୫ ଗିରଫ ହୋଇଛନ୍ତି ।୨୦୨୩ରେ ୬୨୨ ମାମଲାରେ ୮୭୮ ଜଣ ଗିରଫ ହୋଇଛନ୍ତି ।୨୦୨୪ରେ ୬୩୦ ମାମଲାରେ ୮୧୬ ଜଣ ଗିରଫ ହୋଇଛନ୍ତି । ୨୦୨୪ରେ ସର୍ବାଧିକ ମୟୂରଭଞ୍ଜରେ ୮୮, ଭୁବନେଶ୍ୱରରେ ୬୫ ଗିରଫ । ବାଲେଶ୍ୱରରେ ୪୭ଟି ବନ୍ଧୁକ କାରବାର ମାମଲା ରୁଜୁ ହୋଇଛି ।ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।



