Breaking PLUSଓଡ଼ିଶାମୁଖ୍ୟ ଖବର

ପରକୀୟାରୁ ୫ ଜଣଙ୍କୁ ହତ୍ୟା ଘଟଣା; ୧୩ ଅଟକ

ସୁନ୍ଦରଗଡ଼: ପରକୀୟାରୁ ୫ ଜଣଙ୍କୁ ହତ୍ୟା ଘଟଣା; ୧୩ ଅଟକ । ଅନୁଗୁଳ ବଅଁରପାଳରୁ ୧୩ ଜଣଙ୍କୁ ଉଠାଇ ଆଣିଲା ପୋଲିସ  । ୧୩ ଜଣଙ୍କୁ ସଦର ଥାନା ଆଣି ପୋଲିସର ପଚରାଉଚରା  ।କାଲି କରମଡିହି ଗୀତାପଡ଼ାରେ ହତ୍ୟାକାଣ୍ଡ ହୋଇଥିଲା  ।୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ହତ୍ୟାକାଣ୍ଡ ହୋଇଥିଲା ।

Show More

Related Articles

Back to top button