Breaking PLUSଓଡ଼ିଶାମୁଖ୍ୟ ଖବର

17ଟି ସରକାରୀ ୟୁନିଭର୍ସିଟିରେ 1353 ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ଖାଲି

ଭୁବନେଶ୍ୱର, 28 ମାର୍ଚ୍ଚ – ୧୭ ଟି ସରକାରୀ ବିଶ୍ୱ ବିଦ୍ୟାଳୟ ରେ ୧୩୫୩ ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ଖାଲି ପଡିଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ୨୦୨୭ ସ୍ଥାନରେ ମାତ୍ର ଅଛନ୍ତି ୬୭୪ ଅଧ୍ୟାପକ ଓ ଅଧ୍ୟାପିକା । ଖାଲି ପଡିଥିବା ବିଶ୍ୱ ବିଦ୍ୟାଳୟରେ ୯୬୫ ଗେଷ୍ଟ ଫ୍ୟାକୋଲିଟିରେ କାମ ଚଳାଉଛନ୍ତି ରାଜ୍ୟ ସରକାର । ସେହିପରି ଉଚ୍ଚ ଶିକ୍ଷା ବିଭାଗରେ ୨୦୮୧ ଅଣ ଶିକ୍ଷକ ପଦବୀ ବି ଖାଲି ପଡ଼ିଛି । ରାଜ୍ୟର ମୁଖ୍ୟ ବିଶ୍ୱବିଦ୍ୟାଳୟ ରେଭେନ୍ସା ଓ ଉତ୍କଳରେ ସର୍ବାଧିକ ପଦବୀ ଖାଲି ପଡ଼ିଛି । ରେଭେନ୍ସାରେ ୧୬୧ ପଦବୀ ଖାଲି ପଡିଥିବା ବେଳେ ଉତ୍କଳରେ ୧୩୩ ପଦବୀ ଖାଲି ପଡ଼ିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button