Breaking PLUSଓଡ଼ିଶାମୁଖ୍ୟ ଖବର
୨୦୨୪ରୁ ଆଜି ଯାଏଁ ୧୪୬ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର : ୨୦୨୪ରୁ ଆଜି ଯାଏଁ ୧୪୬ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମରଶରୀର ସରକାରୀ ଉଦ୍ୟମରେ ଗାଁକୁ ଅଣାଯାଇଛି। ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ମଙ୍ଗଳବାର ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଏହି ଲିଖିତ ଉତ୍ତର ରଖିଛନ୍ତି।