Breaking PLUSଓଡ଼ିଶାମୁଖ୍ୟ ଖବର
ଡିଜେ ଗାଡ଼ି ଓଲଟି ୧୫ ଆହତ

ନୂଆପଡ଼ା: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି । ଗାଡି ଓଲଟି ୧୫ ଆହତ ହୋଇଛନ୍ତି । ବୋଡ଼େନ ଥାନା ସୁନାପୁର ଗାଁ ନିକଟରେ ଦୁର୍ଘଟଣା ଘଟିଛି । ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ନୂଆପଡ଼ା ହସ୍ପିଟାଲ ସ୍ଥାନାନ୍ତର ଡୋଟୋ ଗାଁରୁ ତରବୋଡ଼ ଗାଁକୁ ଯାଉଥିଲା ଡିଜେ ଗାଡ଼ି ।