Breaking PLUSଓଡ଼ିଶାମୁଖ୍ୟ ଖବର

3ବର୍ଷରେ ଦୁର୍ଘଟଣାଜନିତ ମୃତ୍ୟୁ ୧୬,୨୮୭

ଭୁବନେଶ୍ୱର, 5 ଡିସେମ୍ବର – ମୁଣ୍ଡ ନେଉଛି ସଡ଼କ ଦୁର୍ଘଟଣା  । ୩ ବର୍ଷରେ ରାସ୍ତା ଦୁର୍ଘଟଣାରେ ଗଲାଣି ୧୬ ହଜାର ୨୮୭ ମୁଣ୍ଡ । ବିଧାନସଭାରେ ବିଜେଡ଼ି ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେହିପରି ୩୦ ହଜାର ୪୫୩ ଲୋକ ଆହତ ହୋଇଛନ୍ତି ବୋଲି ବିଧାନସଭାରେ ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ ।

Show More

Related Articles

Back to top button