Breaking PLUSଓଡ଼ିଶାମୁଖ୍ୟ ଖବର

ଧାମନଗର NACରୁ ହଟିଲା ୧୬୩ କଟକଣା

ଭଦ୍ରକ: ଧାମନଗର NACରୁ ହଟିଲା ୧୬୩ କଟକଣା । ଧୋବଲ ସହ ଆଖପାଖ ଅଞ୍ଚଳରୁ ମଧ୍ୟ ହଟିଲା ୧୬୩  । ଆଜି ଠାରୁ କଟକଣା ହଟିବା ନେଇ ସୂଚନା ଦେଲେ ଉପଜିଲ୍ଲାପାଳ । ଗତ ମାସ ୨୭ ତାରିଖରୁ ଜାରି ରହିଥିଲା ୧୬୩ ଧାରା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button