Breaking PLUSଓଡ଼ିଶାମୁଖ୍ୟ ଖବର

3 ବର୍ଷରେ ପଲିଟେକନିକ ଓ ଇଂଜିନିୟରିଂ କଲେଜରେ 17ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର – ଗତ ତିନି ବର୍ଷରେ ବିଭିନ୍ନ ପଲିଟେକନିକ କଲେଜ ଓ ବୈଷୟିକ କଲେଜରେ 17 ଜଣଙ୍କ ମୃତ୍ୟୁ ହୋଇଛି । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।

ସର୍ବାଧିକ ବୁର୍ଲା ଭିସୁଟରେ 5, ରାଉରକେଲା ବିପିୟୁଟିରେ 4, କେନ୍ଦୁଝର ସରକାରୀ ଇଞ୍ଜିନିଅରିଂ କଲେଜରେ 2, ଢେଙ୍କାନାଳ ଆଇଜିଆଇଟିରେ ଜଣେ ପ୍ରାଣ ହରାଇଛନ୍ତି । ସେହିପରି ବିଭିନ୍ନ ପଲିଟେକନିକ କଲେଜରେ ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button