Breaking PLUSଦେଶମୁଖ୍ୟ ଖବର

ଅନୁପ୍ରବେଶ ଉଦ୍ୟମ 2 ଆତଙ୍କବାଦୀ ନିହତ

ରଜୌରୀ- ସୀମାରେ ଅନୁପ୍ରବେଶ ଉଦ୍ୟମ କରିବା ସମୟରେ ଭାରତୀୟ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ୨ ଆଙ୍କବାଦୀ। ଜାମ୍ମୁ-କାଶ୍ମୀରର ରଜୌରୀ ଜିଲା ଅନ୍ତର୍ଗତ ନୌସେରା ଅଞ୍ଚଳରେ ଏହି ଗୁଳିବିନିମୟ ଘଟିଛି। ନୌସେରା ସୀମାନ୍ତରେ କିଛି ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା। ରାତି ସମୟରେ ଆତଙ୍କୀମାନେ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଯବାନମାନେ ସେମାନଙ୍କୁ ଅଟକାଇବାକୁ ଗୁଳି ଚଳାଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button