Breaking PLUSଓଡ଼ିଶାମୁଖ୍ୟ ଖବର

ବ୍ରାଉନ୍‌ସୁଗାର ବେପାରୀକୁ ୨୦ ବର୍ଷ ସଜା

ଭୁବନେଶ୍ବର: ବ୍ରାଉନ୍‌ସୁଗାର ବେପାରୀକୁ ୨୦ ବର୍ଷ ସଜା  । ଦୋଷୀ ବିଭୂତି ଭୂଷଣ ଜେନାକୁ ୨୦ ବର୍ଷର ଜେଲ୍‌ ଦଣ୍ଡାଦେଶ ହୋଇଛି ।୨୦୨୦ରେ ତମାଣ୍ଡୋ ରେଗାଲିଆ ଛକରେ ଧରାପଡ଼ିଥିଲେ  । ୧ କେଜିରୁ ଊର୍ଦ୍ଧ୍ବ ବ୍ରାଉନ୍‌ସୁଗାର ଜବତ ହୋଇଥିଲା ।

Show More

Related Articles

Back to top button