Breaking PLUSଓଡ଼ିଶାମୁଖ୍ୟ ଖବର
ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍

ଫୁଲବାଣୀ- ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍ ସହ ୨୦ ହଜାର ଜରିମାନା । ଦୋଷୀ ଅଶୋକ ନାୟକକୁ ଜେଲ୍ ଆଦେଶ ଦେଲେ ପକ୍ସୋ କୋର୍ଟ । ୨୦୨୦ ବାଲିଗୁଡ଼ା ଅଞ୍ଚଳରେ ନାବଳିକାକୁ ଦୁଷ୍କର୍ମ ହୋଇଥିଲା । ପୀଡ଼ିତାକୁ ୬ ଲକ୍ଷ କ୍ଷତିପୂରଣ ପାଇଁ ଜିଲ୍ଲା ଆଇନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।