Breaking PLUSଓଡ଼ିଶାମୁଖ୍ୟ ଖବର

ତିନିଦିନିଆ ଡିଜିପି ସମ୍ମିଳନୀ ଶେଷ

ଭୁବନେଶ୍ୱର- ଲୋକସେବା ଭବନରେ ଅନୁଷ୍ଠିତ ତିନିଦିନିଆ ଡିଜିପି ସମ୍ମଳନୀ ରବିବାର ଅପରାହ୍‌ଣରେ ଶେଷ ହୋଇଛି। ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀ ଶୁକ୍ରବାର ଲୋକସେବା ଭବନରେ ଆରମ୍ଭ ହୋଇ ରବିବାର ଦିନ ଏହା ଶେଷ ହୋଇଯାଇଛି। ଏହି ସମ୍ମିଳନୀକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିଥିଲେ। ଏହି ସମ୍ମିଳନୀରେ ବହୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସବୁ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ, ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏହି ସମ୍ବିଳନୀକୁ ସମ୍ବୋଧିତ କରିଥିଲେ।

Show More

Related Articles

Back to top button