Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ପୋପ୍ଙ୍କ ବିୟୋଗରେ , ଦେଶରେ 3ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ସୋମବାର ପରଲୋକ ହୋଇଥିବା ପୋପ୍ ଫ୍ରାନ୍ସିସଙ୍କ ପ୍ରତି ସମ୍ମାନ ସ୍ୱରୂପ ଭାରତ ତିନି ଦିନିଆ ରାଷ୍ଟ୍ର ଶୋକ ପାଳନ ନେଇ ଘୋଷଣା କରିଛି। ୨୨ ଏବଂ ୨୩ ଏପ୍ରିଲରେ ସାରା ଦେଶରେ ଶୋକ ପାଳନ କରାଯିବ ଏବଂ ପୋପ୍ଙ୍କ ଅନ୍ତିମ ସଂସ୍କାର ଦିନ ମଧ୍ୟ ଶୋକ ପାଳନ କରାଯିବ।