Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନରେ ବିସ୍ଫୋରଣ, ୨ ଶିଶୁ ସମେତ ୩ ମୃତ

ପାକିସ୍ତାନ- ପାକିସ୍ତାନରେ ବିସ୍ଫୋରଣ । ବିସ୍ଫୋରଣରେ ୨ ଶିଶୁ ସମେତ ୩ ମୃତ , ୧୬ ଗୁରୁତର  । ବଲୋଚିସ୍ତାନ ପିଶିନ ଜିଲ୍ଲାର ଏକ ଥାନା ନିକଟରେ ବିସ୍ଫୋରଣ ହୋଇଛି । ଗୁରୁତରଙ୍କ ମଧ୍ୟରେ ୭ ଜଣ ପୋଲିସ କର୍ମଚାରୀ ରହିଥିବା ସୂଚନା ମିଳିଛି । ବାଇକରେ ରିମୋଟ୍‌ ବୋମା ଖଞ୍ଜାଯାଇ ବିସ୍ଫୋରଣ କରାଯାଇଥିଲା ।

Show More

Related Articles

Back to top button