Breaking PLUSଓଡ଼ିଶାମୁଖ୍ୟ ଖବର

କୁଲାଡିହା ଅଭୟାରଣ୍ୟରୁ AI ଧରିଲା ୩ ଶିକାରୀ

ସୋର: କୁଲାଡିହା ଅଭୟାରଣ୍ୟରୁ AI ଧରିଲା ୩ ଶିକାରୀ  । ଔପଦା ରେଞ୍ଜ ବେତେଇ ଓ ନରସିଂହସିଲା ଅଞ୍ଚଳରୁ ୩ଶିକାରୀ ଗିରଫ  ।ଅଭିଯୁକ୍ତଙ୍କଠାରୁ ୫ଟି ଦେଶୀ ବନ୍ଧୁକ ଜବତ ହୋଇଛି । ବନ ବିଭାଗର ତଦନ୍ତ ଜାରି ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button