Breaking PLUSଓଡ଼ିଶାମୁଖ୍ୟ ଖବର
୩ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ : ଛତିଶଗଡରେ ୩ କ୍ୟାଡର ମାଓବାଦୀ ସୋମବାର ଆତ୍ମସମର୍ପଣ କରିଛନ୍ତି। ଗରିଆବନ୍ଧ ସ୍ଥିତ ପୁଲିସ ମୁଖ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି। ଏସ୍ଡିକେ ଡେପୁଟି କମାଣ୍ଡର ଦିଲୀପ, ଏସଡିକେ ଏରିଆ କମିଟି ସଦସ୍ୟ ମଞ୍ଜୁଳା ଓ ବରଗଡ ଏରିଆ କମିଟି ସଦସ୍ୟ ସୁନିତା ଆତ୍ମସମର୍ପଣ କରିଛନ୍ତି। ୩ ଜଣଙ୍କୁ ଧରାଇବାକୁ ପ୍ରାୟ ୧୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।