Breaking PLUSଓଡ଼ିଶାମୁଖ୍ୟ ଖବର
ନିଆଁ ଲାଗି ଜଳିଗଲା ୩ଟି ଦୋକାନ ଘର

ପାରାଦୀପ: ନିଆଁ ଲାଗି ଜଳିଗଲା ୩ଟି ଦୋକାନ ଘର । ନିଆଁ ଲିଭାଇବାକୁ ଯାଇ ଜଣେ ଦୋକାନୀ ଆହତ ହୋଇଛନ୍ତି । ଦୋଛକିରେ ଗ୍ୟାରେଜ୍ରୁ ନିଆଁ ଲାଗି ଜଳିଗଲା ୩ ଦୋକାନ । ନିଆଁକୁ ଆୟତ୍ତ କଲା କୁଜଙ୍ଗ ଅଗ୍ନିଶମ ବାହିନୀ ।