Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୩ ହଜାର ୩୦୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୩ ହଜାର ୩୦୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।  ଗୃହରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଜଣଙ୍କ ଡେଙ୍ଗୁଜନିତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଛି । ୨୯,୧୭୭ ମ୍ୟାଲେରିଆ ରୋଗୀ, ୩ ଜଣଙ୍କ ମୃତ୍ୟୁ ହୋଇଛି । ୨୦୩୦ ସୁଦ୍ଧା ମ୍ୟାଲେରିଆ, ୨୦୨୭ ସୁଦ୍ଧା ଫାଇଲେରିଆ ମୁକ୍ତ ହେବ ଓଡ଼ିଶା  । ଜଣେ କେହି ବି ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇନାହାନ୍ତି, ଆତଙ୍କିତ ହୁଅନ୍ତୁନି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Show More

Related Articles

Back to top button