Breaking PLUSଓଡ଼ିଶାମୁଖ୍ୟ ଖବର

ବିଜୁ ବାବୁଙ୍କ ମୂର୍ତ୍ତି ଭଙ୍ଗା ଘଟଣାରେ 3 ଗିରଫ

ଭୁବନେଶ୍ୱର- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ପୋଲିସ ହାତରେ ଧରାପଡିଛନ୍ତି ୩ ଜଣ ଦୁର୍ବୃତ୍ତ। କଟକ ଜିଲ୍ଲା ଉମର ଗାଁର ହନୁମାନ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ମସ୍ତକକୁ ଅଲଗା କରି ଆଳିଆଗଦାକୁ ଫୋପାଡ଼ି ଦିଆଯାଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button