Breaking PLUSଦେଶମୁଖ୍ୟ ଖବର
ଟ୍ରେନ୍ ଧକ୍କାରେ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ: ଟ୍ରେନ୍ ଧକ୍କାରେ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଗଙ୍ଗା ସ୍ନାନ ପାଇଁ ଯିବାବେଳେ ଅଘଟଣ ଘଟିଛି । ମିର୍ଜାପୁର ଚୁନାର ରେଳ ଷ୍ଟେସନରେ ବଡ଼ ଦୁର୍ଘଟଣା ଘଟିଛି । ଟ୍ରାକ୍ ପାର ହେବା ବେଳେ ମାଡ଼ିଗଲା କାଲକା ମେଲ୍ ଏକ୍ସପ୍ରେସ୍ ।



